Download Now Banner

This browser does not support the video element.

ପଦ୍ମପୁର: ବେଲପଡା: ପଦ୍ମପୁର: କୋକନରା ଗ୍ରାମର ଜଣେ ଝିଅଙ୍କ ଶବ ସାଗୁଆନ ଗଛରେ ଝୁଲୁଥିବାର ଲୋକେ ରବିବାର ଅପରାହ୍ନରେ ଦେଖିଥିଲେ ।

Padmapur, Bargarh (Baragarh) | Feb 24, 2025
ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା କୋକନରା ଗ୍ରାମର ଜଣେ ଝିଅଙ୍କ ଶବ ସାଗୁଆନ ଗଛରେ ଝୁଲୁଥିବାର ଲୋକେ ରବିବାର ଅପରାହ୍ନରେ ଦେଖିଥିଲେ । ଗ୍ରାମରେ ଘଟଣାଟି ପ୍ରଘଟ ହେବା ପରେ ଲିଙ୍ଗରାଜ ରାଉତଙ୍କ ଝିଅ ଅଲିଭା ରାଉତ ଶନିବାର ସନ୍ଧ୍ୟାରେ ଘରୁ କୁଆଡ଼େ ଯାଇ ରବିବାର ଫେରି ନଥିବାରୁ କାଳେ ମୋର ଝିଅ ହୋଇଥିବା ବୋଲି ଲିଙ୍ଗରାଜ ଘଟଣା ସ୍ଥଳକୁ ଯାଇ ଦେଖିଥିଲେ । ତାଙ୍କ ଝିଅ ଅଲିଭା ରାଉତ(୨୭) ନିଜ ଓଢ଼ଣୀ ବେକରେ ଫାଶୀ ଦେଇ ଗଛରେ ଝୁଲୁଥିବା ଦେଖିଥିଲେ
Read More News
T & CPrivacy PolicyContact Us