Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଚଢାଉ କରିଛି କମିସନରେଟ୍‍ ପୁଲିସ, ଅଣ ଛାତ୍ର ମାନଂକୁ ବିଦା କରିବା ପାଇଁ ଏଭଳି ପ୍ରୟାସ

Bhubaneswar M Corp, Khordha | Sep 8, 2025
ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଚଢାଉ କରିଛି କମିସନରେଟ୍‍ ପୁଲିସ, ଅଣ ଛାତ୍ର ମାନଂକୁ ବିଦା କରିବା ପାଇଁ ଏଭଳି ପ୍ରୟାସ | ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଚଢାଉ କରିଛି କମିସନରେଟ୍‍ ପୁଲିସ । ଦିନ ୧୦ଟା ୩୦ମିନିଟରେ ବିଭିନ୍ନ ହଷ୍ଟେଲରେ ପୁଲିସ ଟିମ୍‍ ଚଢାଉ କରି ଅଣଛାତ୍ରଙ୍କୁ ତଡିବାରେ ଲାଗିଛି । ହଷ୍ଟେଲ ୧,୨,୩,ଓ ୫ ରୁ ବିଦା ହେବେ ସମସ୍ତ ଅଣଛାତ୍ର । ପୁଲିସ ଅଧିକାରୀଙ୍କ ସହ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀ ମଧ୍ୟ ରେଡରେ ସାମିଲ ହୋଇଛନ୍ତି । ଚଢାଉ ପାଇଁ ଆଜି ଦିନ ୧ଟା ୩୦ମିନିଟ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ କ୍ଲାସକୁ ରଦ୍ଦ କରିଛନ୍ତି |
Read More News
T & CPrivacy PolicyContact Us