This browser does not support the video element.
କେନ୍ଦ୍ରାପଡା: ଦୁହୁରିଆ ଜିଲ୍ଲା ବିଜେପି ଅଫିସରେ ମନ କି ବାତ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Kendrapara, Kendrapara | Aug 22, 2025
ଭାରତର ଯଶ୍ବସି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀ ଙ୍କ ୧୨୫ ତମ "ମନ୍ କି ବାତ୍" କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ମନ୍ କି ବାତ୍ ସଂଯୋଜକ ଜୀବନା ନନ୍ଦ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠି, ନଅ ବ୍ଲକ ସମସ୍ତ ମଣ୍ଡଳର କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ l