Install App
harishbhoi
This browser does not support the video element.
ଅମ୍ବାଭୋନା: ଅମ୍ବାଭୋନା ଅଚଲରେ ପ୍ରବଲ ବର୍ଷା ଯୋଗୁଁ ମହାନଦୀକୂଲିଆ ଗାଁ ନିକଟସ୍ଥ ମହାନଦୀରେ ବଢୁଛି ଜଳସ୍ତର
Ambabhona, Bargarh (Baragarh) | Sep 24, 2025
ଗତ 2 ଦିନ ଧରି ଲଗାତାର ବର୍ଷା ଯୋଗୁଁ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ମହାନଦୀକୂଲିଆ ଗାଁ ଚିଖିଲି, ଅନ୍ତରାଡି, ଜରିମୁଲି, ପଥରସେନୀ ନିକଟସ୍ଥ ମହାନଦୀରେ ବଢୁଛି ଜଳସ୍ତର, ଆଜି 5 PM. ର ଅପଡେଟ ଅନୁଷାରେ ଜଳସ୍ତର ବଢୁଛି ଏବଂ ଆହୁରୀ ଯଦି ବଢେ ବନ୍ୟା ଆଶଙ୍କା ମଧ୍ଯ ସୃଷ୍ଟି ହୋଇପାରେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!