Download Now Banner

This browser does not support the video element.

ଦେବଗଡ: ସଫେଇ କର୍ମଚାରୀ ନିୟୋଜିତ ପାଇଁ ଦାୟିତ୍ୱରେ ଥିବା ସଂସ୍ଥା ଠାରୁ ଲକ୍ଷ ଲକ୍ଷ ଟଙ୍କା ଲାଂଚ ନେଇଥିବା ନେଇ ସ୍ଥାନୀୟ ଘରୋଇ ହୋଟେଲରେ ପ୍ରେସମିଟ

Debagarh, Debagarh (Deogarh) | Sep 9, 2025
ସଫେଇ କର୍ମଚାରୀଙ୍କୁ ନିୟୋଜିତ ପାଇଁ ଦେବଗଡ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସମୃଦ୍ଧି ସିକ୍ୟୁରିଟି ସର୍ଭିସ ଫାର୍ମକୁ ଦାୟିତ୍ୱ ଦିଆଯାଇଥିଲା । ଏହା ବଦଳରେ ପୌର ପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୃଦ୍ଧି ସିକ୍ୟୁରିଟି ସର୍ଭିସ ଫାର୍ମ ମାଲିକଙ୍କ ଠାରୁ ପର୍ଯ୍ୟାୟକ୍ରମେ ଲକ୍ଷାଧିକ ଟଙ୍କା ଲାଂଚ ନେଇଥିବା ବେଳେ ଶେଷରେ ଲାଂଚ ଦେଇ ନପାରିବାରୁ ତାଙ୍କୁ ବାହାର କରି ଅନ୍ୟ ସଂସ୍ଥାକୁ ଦାୟିତ୍ୱ ହସ୍ତାନ୍ତର କରିଥିବା ଅଭିଯୋଗ ହୋଇଛି ।
Read More News
T & CPrivacy PolicyContact Us