Download Now Banner

This browser does not support the video element.

ଯାଜପୁର: ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କଙ୍କୁ ଦୃଷ୍ଟିରେ ରଖି ବନ ବିଭାଗ ରେଞ୍ଜ ପକ୍ଷରୁ ବାଙ୍କୀପଲ ଗାଁରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Jajapur, Jajpur | Oct 9, 2025
ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କଙ୍କୁ ଦୃଷ୍ଟିରେ ରଖି ଯାଜପୁର ରୋଡ ବନ ବିଭାଗ ରେଞ୍ଜ ପକ୍ଷରୁ ବାଙ୍କୀପଲ ଗାଁରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l ଗତ ଦୁଇଦିଜ ତଳେ ଖରସ୍ରୋତା ନଦୀରେ ଗାଧେଇବା ବେଳେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇ ମାରି ଦେଇଥିଲା l ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅଛନ୍ତି l ସେପଟେ କୁମ୍ଭୀର ଆତଙ୍କରୁ ଭୟ ଦୂର କରିବାକୁ ଯାଜପୁର ରୋଡ ବନ ବିଭାଗ ରେଞ୍ଜର ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଂଝାରପୁର ବନ ବିଭାଗ ଫରେଷ୍ଟର କର୍ମଚାରୀଙ୍କୁ ଧରି ଖରସ୍ରୋତା ନଦୀ କୂଳ ଗାଁରେ ପହଂଚି ନଦୀକୁ ନ ଯିବା ପାଇଁ ସଚେତନତା କରିଛନ୍ତି l
Read More News
T & CPrivacy PolicyContact Us