Install App
khabr.malyabanta
This browser does not support the video element.
ମାଲକାନଗିରି: ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ଵରେ କଂଗ୍ରେସର ଏକ ଟିମ ଜିଲ୍ଲା ମେନ୍ଟାଲ୍ ହସ୍ପିଟାଲ ପରିଦର୍ଶନ କରି ସମୀକ୍ଷା କରିଛନ୍ତି
Malkangiri, Malkangiri | Jul 31, 2025
ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଜି ଶ୍ରୀନିବାସ ରାଓଙ୍କ ନେତୃତ୍ଵରେ କଂଗ୍ରେସର ଏକ ଟିମ ଜିଲ୍ଲା ମେନ୍ଟାଲ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ତେବେ ସେଠାରେ ଚିକିତ୍ସା ବ୍ୟବସ୍ଥା କିପରି ଜାରି ଅଛି, କଣ ସବୁ ସମସ୍ୟା ଅଛି ସେନେଇ ତଦାରଖ କରିଥିଲେ। ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଏହି ଟିମ ଦାଇତ୍ଵରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!