Download Now Banner

This browser does not support the video element.

କେସିଙ୍ଗା: ଏସିଆ ବୁକରେ ସ୍ଥାନ ପାଇଲେ କେସିଙ୍ଗା ଡାକ୍ତରଖାନାର ଡାକ୍ତର ରବୀନ୍ଦ୍ରନାଥ ଖଟୁଆ l

Kesinga, Kalahandi | Jul 16, 2025
କଳାହାଣ୍ଡି ଜିଲ୍ଲା କେସିଙ୍ଗା ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତର ରବୀନ୍ଦ୍ରନାଥ ଖଟୁଆ ଏସିଆ ବୁକରେ ସ୍ଥାନ ପାଇଛନ୍ତି l ଏହି ଖବର ଟି ଆଜି ଦିନ ୧୦ ଟା ବେଳେ ଜଣାପଡିଛି l କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିରରେ ସେ ମାଇକ୍ରୋ ଆଲୁବ ମିନେରିଆ ପ୍ରୋଟିନ ଜନିତ ସମସ୍ୟା ଯୋଗୁଁ କିଡିନି ଉପରେ ପ୍ରଭାବ ରହୁଥିବା ଜାଣି ଜାଣିଥିଲେ l ସେ ୧୭ ହଜାର ୨୪୪ ଜଣଙ୍କୁ ରେକର୍ଡ଼ ସ୍କ୍ରିନିଂ କରିଥିଲେ l ଏହି ସଫଳତା ପାଇଁ ଅଞ୍ଚଳରେ ଶୁଭେଚ୍ଛାର ସୁଅ ଛୁଟୁଛି l
Read More News
T & CPrivacy PolicyContact Us