Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ୮ମ ସ୍ଥାନରେ ଅଛନ୍ତି ମୋହନ ମାଝୀ;ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ତାତ୍ସଲ୍ୟ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି

Bhubaneswar M Corp, Khordha | Aug 30, 2025
ସାମ୍ନାକୁ ଆସିଲା ଦେଶର ଟପ୍ ଟେନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ପୋଲରେ ୮ମ ସ୍ଥାନରେ ଅଛନ୍ତି ମୋହନ ମାଝୀ । ଅନ୍ୟପଟେ, ଏହି ରିପୋର୍ଟକୁ ନେଇ ବିଜେଡି ବିଜେପିକୁ ତାତ୍ସଲ୍ୟ କରି କହିଛିଯେ, ବିଜେଡି ଗଠନର ୫ ବର୍ଷ ଭିତରେ ନବୀନଙ୍କ ରାଙ୍କ ଥିଲା ନମ୍ବର ୱାନ୍ । ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ନବୀନ ଥିଲେ ରାଙ୍କ ୱାନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । କିନ୍ତୁ ଆଜିର ମୁଖ୍ୟମନ୍ତ୍ରୀଙ୍କ ରାଙ୍କ ୮ ନମ୍ବରରେ ପହଞ୍ଚିଛି ।ଏହା ସରକାରଙ୍କ ଅପାରଗତା ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି |
Read More News
T & CPrivacy PolicyContact Us