Download Now Banner

This browser does not support the video element.

ପାରଳାଖେମୁଣ୍ଡି: ହାଡୁଭାଙ୍ଗି ରେଳଷ୍ଟେସନ ରୁ ଅଜ୍ଞାତ ବ୍ଯକ୍ତିଙ୍କ ମୃତ ଦେହ ଉଦ୍ଧାର।

Paralakhemundi, Gajapati | Sep 10, 2025
ହାଡୁଭାଙ୍ଗି ରେଳଷ୍ଟେସନ ରୁ ଅଜ୍ଞାତ ବ୍ଯକ୍ତିଙ୍କ ମୃତ ଦେହ ଉଦ୍ଧାର। ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ହାଡୁଭାଙ୍ଗି ରେଳ ଷ୍ଟେସନ ଠାରେ ଆଜି ସକାଳେ ଏକ ଅପରିଚିତ ବ୍ଯକ୍ତି ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ମଙ୍ଗଳବାର ଉକ୍ତ ବ୍ଯକ୍ତି ଜଣଙ୍କ ସଂଧ୍ଯା ସମୟରେ କୌଣସି ରେଳରୁ ୱହ୍ଲାଇ ଷ୍ଟେସନ ରେ ଥିବା ଏକ ବେଞ୍ଚରେ ବସି ମୃତ୍ୟୁବରଣ କରିଛନ୍ତି । ସକାଳେ ସ୍ଥାନୀୟ ଟିକଟ କାଉଣ୍ଟର କର୍ମଚାରୀ ଦେଖି ଶରୀର ର ଅବସ୍ଥା ଦେଖି ପାରଳାଖେମୁଣ୍ଡି ଜିଆରଓପି ଙ୍କୁ ଖବର ଦେବା ପରେ ପାରଳା ରେଳ ଥାନା ଦାୟିତ୍ୱ ରେ ଥିବା ଅଧିକାରୀ ଏସଆଇ ବିଶ୍ବନାଥ ମଲ୍କୀକଙ୍କ ସମେତ ହାବିଲଦ
Read More News
T & CPrivacy PolicyContact Us