Download Now Banner

This browser does not support the video element.

ଅନୁଗୋଳ: ନାଲକୋ କାର୍ଯ୍ୟାଳୟ ପରିସରରେ ସ୍ମାର୍ଟ୍ ଏଆଇ ଉପରେ ନାଲକୋ ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Anugul, Angul | Sep 5, 2025
ସ୍ମାର୍ଟ୍ ଏଆଇ ଉପରେ ନାଲକୋ ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ। ସୂଚନା ମୁତାବକ ଆଜି ମଧ୍ୟାହ୍ନ ସମୟରେ ନାଲକୋ କାର୍ଯ୍ୟାଳୟ ପରିସରରେ ସ୍ମାର୍ଟ୍ ଏଆଇ ଉପରେ ନାଲକୋ ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଆଜିର କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ନାଲକୋ ଅଧିକାରୀ ପ୍ରଣବ ଜ୍ୟୋତି ନାଥ ଉପସ୍ଥିତ ରହିଥିଲେ, ତତ୍ ସହିତ ସନମନିତ୍ ଅତିଥି ଭାବେ ଡ. ସଞ୍ଜୟ ମହାପାତ୍ର ଏବଂ ସୁବେନ୍ଧୁ କୁମାର ନାୟକ ଉପସ୍ଥିତ ରହିଥିଲେ।
Read More News
T & CPrivacy PolicyContact Us