Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ଡକାୟତି ଘଟଣାରେ ଜଙ୍କିଆ ପୁଲିସ ମଙ୍ଗଳବାର କଟକ ପୁରୀଘାଟ ଥାନା ଅନ୍ତର୍ଗତ ଉପର ତେଲେଙ୍ଗାବଜାରରେ ଚଢ଼ଉ କରି ସୁନା ରୂପା ଜବତ କରିଛି
Cuttack M Corp PS, Cuttack | Sep 9, 2025
ବଡ଼ ଧରଣର ଡକାୟତି ଘଟଣାରେ ଜଙ୍କିଆ ଥାନା ପୁଲିସ ମଙ୍ଗଳବାର ରାତି ୮ଟାରେ କଟକ ପୁରୀଘାଟ ଥାନା ଅନ୍ତର୍ଗତ ଉପର ତେଲେଙ୍ଗାବଜାର ଅଞ୍ଚଳରେ ଚଢ଼ଉ କରି ୨୫୦ଗ୍ରାମ ସୁନା ଓ ୧୫୦ଗ୍ରାମ ରୁପା ଜବତ କରିଛି। ଜଙ୍କିଆ ଥାନା ଅଞ୍ଚଳରୁ ନିକଟରେ ଏକ ସୁନାଦୋକାନରେ ଡକାୟତି ହୋଇଥିଲା। ଡକାୟତମାନେ ଦୋକାନରୁ ବହୁ ପରିମାଣ ସୁନା ଓ ରୂପା ଅଳଙ୍କାର ଲୁଟ୍ କରି କଟକ ରେ ବିକ୍ରି କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!