Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଚିଲିଗୁଡାରେ ଭାଲୁ ଆକ୍ରମଣ ଜଣେ ବୃଦ୍ଧ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Nabarangapur PS, Nabarangpur | Aug 26, 2025
ଚିଲିଗୁଡାରେ ଭାଲୁ ଆକ୍ରମଣ ଜଣେ ବୃଦ୍ଧ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗାଁର ରଘୁନାଥ ଗୌଡ଼ ନାମକ ବୟସ୍କ ବ୍ୟକ୍ତି ମଙ୍ଗଳବାର ସକାଳ 7 ଟାରେ ଶୌଚ ହେବାପାଈଁ ଗାଁ ପାଖ କଲମ ବାଡ଼ କୁ ଯାଇଥିଲେ ହଟାତ ଏକ ଭାଲୁ ତାଙ୍କୁ ପଛ ପଟୁ ଆକ୍ରମଣ କରିଥିଲା, ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ଭାଲୁ କୁ ଘୋଉଡ଼େଇବା ସହ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରେଇଛନ୍ତି, ଭାଲୁ ଆକ୍ରମଣ ଫଳରେ ତାଙ୍କ କାନ୍ଧ ଏବଂ ପିଠିରେ ଗଭୀର କ୍ଷତ ସୃଷ୍ଟି ହେଇଛି
Read More News
T & CPrivacy PolicyContact Us