Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲକ୍ଷ୍ମୀସାଗର ଝାରପଡା କେନାଲ ରୋଡ଼ ନିକଟରୁ 2.600କେଜି ଗଞ୍ଜେଇ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ

Bhubaneswar M Corp, Khordha | Sep 6, 2025
ଲକ୍ଷ୍ମୀସାଗର ଝାରପଡା କେନାଲ ରୋଡ଼ ନିକଟରୁ 2.600କେଜି ଗଞ୍ଜେଇ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ | ଆଜି 4.34ରେ ଅବକାରୀ ଥାନା ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଲକ୍ଷ୍ମୀସାଗର କେନାଲ ରୋଡ଼ ଅଞ୍ଚଳରେ ରେଡ କରିଥିଲେ | ଜଣେ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ତା ନିକଟରୁ 2.600କେଜି ଗଞ୍ଜେଇ ଜବତ କରିଛି ଅବକାରୀ ଥାନା ପୋଲିସ | ଗିରଫ ଅଭିଯୁକ୍ତ ହେଲେ ଶ୍ରୀଧର ନାୟକ | ଏହା ସହ ଗଞ୍ଜେଇ ସିଗାରେଟ ମଧ୍ୟ ଜବତ କରିଛି ଅବକାରୀ ଥାନା ପୋଲିସ | ଏହି ଚଢ଼ଉରେ ସାମିଲ ଥିଲେ ଲକ୍ଷ୍ମୀସାଗର ଥାନା ପୋଲିସ, STF ଏବଂ ଅବକାରୀ ଥାନା ପୋଲିସ |
Read More News
T & CPrivacy PolicyContact Us