Download Now Banner

This browser does not support the video element.

ସୋହେଲା: ସୋହେଲା ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ପାଇଁ ଆଜି ଭବ୍ୟ କଲସଯାତ୍ରା ଆଜି ମହାସମାରୋହ ଅନୁଷ୍ଠିତ ହୋଇଛି

Sohela, Bargarh (Baragarh) | Sep 22, 2025
ସୋହେଲା ର ପ୍ରସିଦ୍ଧ ସାର୍ବଜନୀନ ନବରାତ୍ର ଦୁର୍ଗାପୁଜା ପାଇଁ ଭବ୍ୟ କଲସଯାତ୍ରା ଆଜି 9AM ରୁ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି । ଏହି କଲସଯାତ୍ରାରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମେତ ମହିଲା ଭକ୍ତ ମାନେ ଯୋଗ ଦେଇଥିଲେ । ବିଭିନ୍ନ ଲୋକନୃତ୍ଯ ର ତାଲେ ତାଲେ ଏହି କଲସଯାତ୍ରା ଅନୁଷ୍ଠିତ ହୋଇଛି ।
Read More News
T & CPrivacy PolicyContact Us