Download Now Banner

This browser does not support the video element.

ଝାରସୁଗୁଡା: ବ୍ରଜରାଜନଗର ପୈରପରିଷଦ ଅନ୍ତର୍ଗତ ଗାନ୍ଧୀ ଛକ ସ୍ଥିତ ସ୍ବାତି କମ୍ପ୍ଲେକ୍ସ ଠାରେ କଳା ସଂସ୍କୃତି ମଞ୍ଚର ଅଧିବେଶନ ଅନୁଷ୍ଠିତ

Jharsuguda, Jharsuguda | Sep 12, 2025
ବ୍ରଜରାଜନଗର ପୈରପରିଷଦ ଅନ୍ତର୍ଗତ ଗାନ୍ଧୀ ଛକ ସ୍ଥିତ ସ୍ବାତି କମ୍ପ୍ଲେକ୍ସ ଠାରେ କଳା ସଂସ୍କୃତି ମଞ୍ଚର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ନାଟ୍ୟ ନିର୍ଦେଶକ ଦୁର୍ଯ୍ୟୋଧନ ଖମାରୀ ଙ୍କ ସଭାପତିତ୍ବରେ ଆଜି ଶୁକ୍ରବାର ରାତି ୮ ଟା ରୁ ୯ ଟା ଯାଏଁ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ମୁଖ୍ୟ ବକ୍ତା ଭାବେ ନାଟ୍ୟ ନିର୍ଦେଶକ ଝସକେତନ ସାହୁ ଯୋଗ ଦେଇଥିଲେ ସମ୍ମାନୀତ ଅତିଥି ଭାବେ ନାଟ୍ୟ ନିର୍ଦେଶକ କୁଳମଣି ଦାଶ ଅଶୋକ ନାଥ ବିଜୟ ସାହୁ ଅଞ୍ଚଳର ନାଟ୍ୟକାର ନାଟ୍ୟ ନିର୍ଦେଶକ ସଙ୍ଗୀତଜ୍ଞ ଏବଂ କଣ୍ଠଶ୍ଲିପି ଏହି କାର୍ଯ୍ୟକ୍ରମ ଯୋଗ ଦାନ କରିଥିଲେ ।
Read More News
T & CPrivacy PolicyContact Us