Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ର କଂଗ୍ରେସ ନେତା ବିରେନ୍ଦ୍ର ବାଗଙ୍କ ପିତୃ ବିୟୋଗ - ଅଞ୍ଚଳରେ ଶୋକାକୁଳ ପରିବେଶ

Titlagarh, Balangir | Sep 2, 2025
ଟିଟିଲାଗଡ଼ର କଂଗ୍ରେସ ନେତା ବିରେନ୍ଦ୍ର ବାଗଙ୍କ ପିତୃ ବିୟୋଗ - ଅଞ୍ଚଳରେ ଶୋକାକୁଳ ପରିବେଶ। ଟିଟିଲାଗଡ଼ - ମଙ୍ଗଳବାର ସକାଳ ପାଖାପାଖି ନ ଟା ସମୟରେ ଟିଟିଲାଗଡ଼ର କଂଗ୍ରେସ ନେତା ତଥା ଗରିବ ସେନା ସଭାପତି ଶ୍ରୀ ବୀରେନ୍ଦ୍ର ବାଗଙ୍କ ପିତା ପୁରନ୍ଧର ବାଗ ଦେହ ତ୍ୟଗ କରିଛନ୍ତି। ସେ ଜଣେ ଜଣାଶୁଣା ତଥା ପରିଚିତ ବ୍ୟକ୍ତି ଥିଲେ। ତାଙ୍କର ଏହି ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପ୍ରଚାରିତ ହେବା ପରେ ସମସ୍ତେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କାର୍ଯ୍ୟରେ ପହଞ୍ଚୁଛନ୍ତି।
Read More News
T & CPrivacy PolicyContact Us