Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବିଳମ୍ବିତ ରାତିରେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଡାକ୍ତରଙ୍କ କାର କାଚ ଭାଙ୍ଗି ନେଇଗଲେ ସୁନାଗହଣା, ଥାନାରେ ଅଭିଯୋଗ ପରେ ପୋଲିସର ଛାନବିନ
Bhubaneswar M Corp, Khordha | Aug 28, 2025
ବିଳମ୍ବିତ ରାତିରେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଡାକ୍ତରଙ୍କ କାର କାଚ ଭାଙ୍ଗି ନେଇଗଲେ ସୁନାଗହଣା, ଥାନାରେ ଅଭିଯୋଗ ପରେ ପୋଲିସର ଛାନବିନ | ରାଜଧାନୀରେ ମାତିଲେ ଲୁଟିଆ | ଖାରବେଳନଗର ଥାନା ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ କାର କାଚ ଭାଙ୍ଗି ଲୁଟ୍ ହୋଇଛି। ଲୁଟିଆମାନେ ସୁନାଗହଣା, ଟଙ୍କା ଓ ବ୍ୟାଗ ଆଦି ଲୁଟି ନେଇଛନ୍ତି। ଲୁଟ୍ର ଶିକାର ବ୍ୟକ୍ତି ଡା. ସୌମ୍ୟରଞ୍ଜନ କର। ଏନେଇ ସେ ଆଜି 10.21ରେ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!