This browser does not support the video element.
ଅନୁଗୋଳ: ଏକଘରିଆ ଗ୍ରାମରେ ଜଣେ ମହିଳାଙ୍କର ମୃତ୍ୟୁ; କାରଣ ଅସ୍ପଷ୍ଟ
Anugul, Angul | Aug 27, 2025
ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ କୁକୁଡାଙ୍ଗ ପଞ୍ଚାୟତ ର ଏକଘରିଆ ଗ୍ରାମ ରେ ଜଣେ ମହିଳା ଙ୍କର ସନ୍ଦେହ ଜନକ ମୃତ ଘଟିଥିବା ଜଣାପଡିଛି। ସୁଚନା ମୁତାବକ ଏକଘରିଆ ଗ୍ରାମର ଇନ୍ଦ୍ର ନାହାକ ଙ୍କ ସ୍ତ୍ରୀ ଫୁଲ ନାହାକ ଙ୍କୁ ବୁଧବାର ଦିନ ତାଙ୍କ ସ୍ବାମୀ ଇନ୍ଦ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର କିପରି ମୃତ୍ୟୁ ଘଟିଥିଲା ଏନେଇ ସନ୍ଦେହ ସୃଷ୍ଟି ହୋଇଛି ଏନେଇ ଥାନା ରେ କୈଣସି ଅଭିଯୋଗ ହୋଇନାହିଁ। କିନ୍ତୁ ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ୍ ତଦନ୍ତ ଜାରି ରଖିଛି ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବା ପରେ ପ୍ରକୃତ କା