Install App
rabindra.mishra744
This browser does not support the video element.
ଲାଞ୍ଜିଗଡ: ଥୁଆମୁଳ ଠାରେ ମାଁ ମାଣିକେଶ୍ବରୀଙ୍କ ଦଶହରା ପର୍ବ ଅନୁଷ୍ଠିତ ମାଁ ଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କଲେ ଲାଞ୍ଜିଗଡ଼ ବିଧାୟକ
Lanjigarh, Kalahandi | Oct 8, 2025
ବୁଧବାର ସନ୍ଧ୍ୟାରେ ଉଦଯାପିତ ହେଇ ଯାଇଚି ଥୁଆମୁଳ ଠାରେ ଆୟୋଜିତ ଦେବୀ ମାଁ ମାଣିକେଶ୍ବରୀଙ୍କ ଦଶହରା ପର୍ବ। ପରମ୍ପରା ଅନୁସାରେ ପ୍ରତିବର୍ଷ କୁମାର ପୂର୍ଣ୍ଣିମା ଅବସରରେ ଦେବୀଙ୍କ ଆଦି ପୀଠରେ ଦେବୀଙ୍କ ଦଶହରା ପର୍ବ ଆୟୋଜିତ ହେଇଥାଏ। ଏହା ଦୁଇ ଦିନ ଧରି ଚାଲିଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!