Download Now Banner

This browser does not support the video element.

ବରଗଡ: ଜିଲ୍ଲା ପ୍ରଶାସନ ପାଇଁ ଲଜ୍ଜା, ରାଣାପ୍ରତାପ ସ୍କୁଲ ନିକଟ ଶୋଚନୀୟ ରାସ୍ତାକୁ ମରାମତି କରିପାରିଲା ନାହିଁ ପ୍ରଶାସନ, ଶେଷରେ ଜନତା କଲେ ମରାମତି

Bargarh, Bargarh (Baragarh) | Sep 1, 2025
ଜିଲ୍ଲା ପ୍ରଶାସନ ର ଅବହେଳା ଅନ୍ତରେ ବିଭିନ୍ନ ସଂଗଠନ ଓ ସ୍ଥାନୀୟ ବାସିନ୍ଦାଙ୍କ ସାହାଯ୍ୟରେ ମରାମତି ହେଲା ରାସ୍ତା | ସୋମବାର ଦିବା 11 ଘଣ୍ଟା ସମୟ ରାସ୍ତା ମରାମତି କରାଯାଇଛି | ବରଗଡ଼ ଭଟଲି ରାସ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସଂଯୋଗ କରୁଥିବା ଏକମାତ୍ର ପ୍ରମୁଖ ରାସ୍ତା ବରଗଡ଼ ରାଣାପ୍ରତାପ ସ୍କୁଲ ପାଖ ଓଭରବ୍ରିଜ ତଳେ ଦୀର୍ଘ ଦିନ ହେଲା ସଚୋନୀୟ ଅବସ୍ଥାରେ ପଡିରହିଥିଲା। ବର୍ଷା ସମୟରେ ପାଖାପାଖି ଦୁଇରୁ ତିନିଫୁଟ ପାଣି ଜମି ରହୁଥିଲା ଦୀର୍ଘ ଦୁଇମାସ ଧରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ ତାର ସମାଧାନ କରାଯାଇନଥିଲା।
Read More News
T & CPrivacy PolicyContact Us