Install App
niranjan.gaan
This browser does not support the video element.
ପାରାଦୀପ: ଆଜି ରାତ୍ର ୯ଟାରେ ଲୋକନାଥ ଭବନରେ ବିଜେଡି ବିଜେପି ଦଳ ର ଅପାରଗତା ଉପରେ ସିପିଆଇ ନେତା ସୁବାଷ ମହାପାତ୍ର ଙ୍କ ପ୍ରତିକ୍ରିୟା।
Paradip, Jagatsinghpur | Apr 19, 2024
ପାରାଦୀପ ନିର୍ବାଚନମଣ୍ଡଳୀରେ ରାଜ୍ୟ ବିଜେଡି ସରକାର ଛାତ୍ର ରାଜନୀତି କୁ ଧ୍ବଂସ କରିଛି।ମଦ ମାଂସ ଦେଇ ଭୋଟ ହାତେଇବା ପାଇଁ ଚେଷ୍ଟା କରୁଛି। କେନ୍ଦ୍ରସରକାର ପାରାଦୀପ ରେ ଗଢ଼ିଉଠିଥିବା ବିଭିନ୍ନ ଶିଳ୍ପ କାରଖାନାରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେଇପାରୁନି। ଆଗାମୀ ନିର୍ବାଚନରେ ଏହାର ଦୃଢ ଜବାବଦେବେ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି ସିପିଆଇ ନେତା ତଥା ଶ୍ରମିକ ନେତା ସୁବାଷ ମହାପାତ୍ର।
Share
Read More News
T & C
Privacy Policy
Contact Us
Your browser does not support JavaScript!