Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: କୁସୁମୀଗୁଡ଼ା ନିକଟରେ ୨ ବାଇକ ମଧ୍ୟରେ ଧକ୍କା, ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Nabarangapur PS, Nabarangpur | Sep 7, 2025
କୁସୁମୀ ଗୁଡା ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ସୂଚନା ଅନୁଯାୟୀ ପବିତ୍ର ଭତରା ନାମକ ବ୍ୟକ୍ତି ନିଜ ବାଇକ ଯୋଗେ ଯାଉଥିବା ବେଳେ କୁସୁମୀ ଗୁଡା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ତାଙ୍କର ଧକ୍କା ହେଇଥିଲା ଫଳରେ ସେ ତଳେ ପଡି ତାଙ୍କ ଶରୀର ର ବିଭିନ୍ନ ଜାଗାରେ ପ୍ରବଳ କ୍ଷତ ସୃଷ୍ଟି ହେଇଛି, ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରେଇଛନ୍ତି
Read More News
T & CPrivacy PolicyContact Us