This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସାଂସ୍କୃତିକ ସମାଜ ଭଵନ ରେ ମହମ୍ମଦ ରଫି ସ୍ମୃତି କମିଟି ତରଫରୁ କାର୍ଯ୍ୟକ୍ରମ ଅନୁଷ୍ଠିତ
Sambalpur M, Sambalpur | Aug 24, 2025
ସମ୍ବଲପୁରର ଜୱାନ - ଏ – ହିନ୍ଦ କ୍ଲବ, ସିଟି କ୍ଲବ ଓ ମହମ୍ମଦ ରଫି ସ୍ମୃତି କମିଟି ତରଫରୁ ହିନ୍ଦି ସିନେମା ଜଗତର ସ୍ୱନାମ ଧନ୍ୟ ଗାୟକ ତଥା ପଦ୍ମଶ୍ରୀ ସ୍ୱର୍ଗତ ମହମ୍ମଦ ରଫିଙ୍କୁ ସଙ୍ଗୀତ ମାଧ୍ୟମରେ ଆଜି ରାତି ପ୍ରାୟ 7 ଟା ସମୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ଥାନୀୟ ଓଡିଶା ସାଂସ୍କୃତିକ ସମାଜ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ରଫି ଗାଇଥିବା ଚିର ସବୁଜ ଗୀତ ଗୁଡିକୁ ସ୍ଥାନୀୟ କଣ୍ଠଶିଳ୍ପୀ ସୁଲେମାନ ଦିୱାନା, ଶ୍ରୀକାନ୍ତ ବାରିକ, ବିଭୂତି ଦାଶ, ତ୍ରିଲୋଚନ ତ୍ରିପାଠୀ, ସୋମ ପାଢ଼ୀ, ଶୁଭଶ୍ରୀ ବିଶ୍ୱାଳ, ପ୍ରିତୀନନ୍ଦା ମିଶ୍ର, ସୁଶ୍ରିତା ପାଣିଗ୍ରାହୀ, ପ୍ରମୁଖ