Install App
shantanupanda7
This browser does not support the video element.
ବଡସାହି: ମେର୍ଦା ଉପକଣ୍ଠ ବର୍ତ୍ତନା ଗାଁରେ ବେଆଇନ ବାଣଅତିଆରି କାରଖାନାରେ ଚଢାଉକରି ବାଣ ଏବଂ ବାଣ ତିଆରିରେ ବ୍ୟବହୃତ ସରଞ୍ଜାମ ଜବତକଲା ବୈଶିଙ୍ଗା ପୁଲିସ
Barsahi, Mayurbhanj | Oct 2, 2025
ବୈଶିଙ୍ଗା ଥାନା ଅଧୀନ ମେରଦା ଉପକଣ୍ଠ ବର୍ତ୍ତନା ଗ୍ରାମରେ ପୁଲିସ ଟିମ ଚଢ଼ାଉକରି ବିପୁଳ ପରିମାଣର ବେଆଇନ ବାଣ ଏବଂ ବାଣ ପ୍ରସ୍ତୁତିରେ ବ୍ୟବହୃତ ସରଞ୍ଜାମ ଜବତ ସମେତ ଏହି ବେଆଇନ କାରବାରରେ ଜଡିତ ତିନିଜଣଙ୍କୁ ଗିରଫ କରାଯାଇଥିବା ନେଇ ଗୁରୁବାର ଅପରାହ୍ନ ଗୋଟାଏରେ ସୋସିଆଲ ମିଡ଼ିଆ ଫେସବୁକରେ ପୋଷ୍ଟକରି ସୂଚନା ଦେଲେ ମୟୁରଭଞ୍ଜ ଏସପି l ବର୍ତ୍ତନା ଗାଁରେ ବାଣତିଆରି କାରଖାନା ବାବଦରେ ସୂଚନାପାଇ ବୈଶିଙ୍ଗା ପୁଲିସ ଚଢାଉ କରିଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!