Download Now Banner

This browser does not support the video element.

ଯାଜପୁର: ଜହ୍ନା ଗାଁ ସ୍କୁଲରେ କୋରେଇ ବିଜେପି ପକ୍ଷରୁ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ,ଗଛ ଲଗେଇ ଶୁଭାରମ୍ଭ କଲେ ବିଧାୟକ

Jajapur, Jajpur | Sep 1, 2025
ଜହ୍ନା ଗାଁ ସ୍କୁଲରେ କୋରେଇ ବିଜେପି ପକ୍ଷରୁ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ,ଗଛ ଲଗେଇ ଶୁଭାରମ୍ଭ କଲେ ବିଧାୟକ l ଏହି ପରିପକ୍ଷରେ ଜହ୍ନା ଗାଁ ସ୍କୁଲରେ ବିଜେପି ନେତା ପ୍ରୀତିରଞ୍ଜନ ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦାସନାୟକ ଅତିଥି ଭାବେ ଯୋଗଦେଇ ଗଛ ଲଗେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଏଥିସହିତ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ସମସ୍ତେ ନିଜ ନିଜ ଘର ବାଡ଼ିରେ ଗଛ ଲଗେଇବାକୁ ବିଧାୟକ ଶ୍ରୀ ଦାସନାୟକ ଆହ୍ୱାନ ଦେଇଥିଲେ l
Read More News
T & CPrivacy PolicyContact Us