Download Now Banner

This browser does not support the video element.

ଝାରସୁଗୁଡା: ମହୁଲପାଲି ରାସ୍ତାରୁ ମଦ ଏବଂ ଚାଖଣା ସହ ଜଣେ ବ୍ୟକ୍ତି କୁ ଗିରଫ କରିଛି ରେଙ୍ଗାଲି ପୋଲିସ

Jharsuguda, Jharsuguda | Aug 30, 2025
କଣ୍ଡେଇକେଲା ରୁ ମହୁଲପାଲି ରାସ୍ତାରୁ ମଦ ଏବଂ ଚାଖଣା ସହ ଜଣେ ବ୍ୟକ୍ତି କୁ ଗିରଫ କରିଛି ରେଙ୍ଗାଲି ପୋଲିସ l ଗିରଫ ବ୍ୟକ୍ତି ଜଣକ ଚାଣ୍ଟିପାଲି ଗ୍ରାମର ରୋହିତ ସେଠ l ରୋହିତ ଙ୍କ ନିକଟରୁ ପୋଲିସ ୧୦୦ ଟି ମଦ ପାଉଚ ଜବତ କରିବା ସହ ଏକ ସାଇକେଲ ଜବତ କରିଛି ପୋଲିସ l ଏହାସହ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ରୋହିତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଆଜି ଶନିବାର ଅପରାହ୍ନ ୫ ଟା ୩୦ ରେ ରେଙ୍ଗାଲି ପୋଲିସ ସୂଚନା ଦେଇଛି l
Read More News
T & CPrivacy PolicyContact Us