This browser does not support the video element.
ଟିଟିଲାଗଡ: ରକ୍ତଦାନ ଶିବିରରେ ସାମିଲ ହେବାକୁ ଟିଟିଲାଗଡ଼ ବିଜେପି କାର୍ଯ୍ୟାଳୟରେ କର୍ମୀଙ୍କୁ ଆହ୍ୱାନ ଦେଲେ ବିଧାୟକ
Titlagarh, Balangir | Aug 24, 2025
'ରକ୍ତଦାନ ମହାପୂଣ୍ୟ' l ଏହି ବାର୍ତ୍ତାକୁ ନେଇ ଟିଟିଲାଗଡ଼ ଅଞ୍ଚଳରେ ବ୍ୟାପକ ଅଭିଯାନ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ସଚେତନତା ସୃଷ୍ଟି ଉଦ୍ୟମ ଆରମ୍ଭ ହୋଇଛି l ଏହାକୁ ନେଇ ନିର୍ବାଚନ ମଣ୍ଡଳୀ ସଇଁତଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଶତାଧିକ ଦଳୀୟ କର୍ମକର୍ତ୍ତା ଟିଟିଲାଗଡ଼ ବିଜେପି କାର୍ଯ୍ୟାଳୟରେ ସମବେତ ସହ ପ୍ରଭୁ ବିଶ୍ୱକର୍ମାଙ୍କ ପୁଜନୋତ୍ସବ ଦିବସ, ପବିତ୍ର ସଂକ୍ରାନ୍ତି ତିଥି ତଥା ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜନ୍ମ ଦିନ ସେପ୍ଟେମ୍ବର ୧୭ରେ ଟିଟିଲାଗଡ଼ ଠାରେ ଆୟୋଜନ ହେବାକୁ ଥିବା ମେଗା ରକ୍ତଦାନ ଶିବିରରେ ବହୁ ସଂଖ୍ୟାରେ ରକ୍ତଦାନ କରିବାକୁ ଆହ୍ବାନ