Download Now Banner

This browser does not support the video element.

କଟକ ପୌରାଞ୍ଚଳ: କିଶନନଗର ଥାନା ଅଂଚଳରେ ଜଣେ ମହିଳାଙ୍କ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ଯୁବକ ଗିରଫ

Cuttack M Corp PS, Cuttack | Sep 7, 2025
କଟକ ଜିଲ୍ଲା କିଶନନଗର ଥାନା ଅଧୀନରେ ଜଣେ ମହିଳାଙ୍କ ଫଟୋକୁ ଅର୍ଦ୍ଧନଗ୍ନ କରି ତାକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାରେ ଜଣଙ୍କୁ ଗିରଫ କରିଛି କିଶନନଗର ଥାନା ପୋଲିସ। ଏ ନେଇ ରବିବାର ରାତି ୯.୩୦ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଅଭିଯୁକ୍ତକୁ ଆଜି ରାତି ୮ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମୁଞ୍ଜର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
Read More News
T & CPrivacy PolicyContact Us