Download Now Banner

This browser does not support the video element.

ଯାଜପୁର: ନେପାଳରେ ଫସିଛନ୍ତି ଯାଜପୁର ଜିଲ୍ଲା ୨୩ ପର୍ଯ୍ୟଟକ,ଫେରିବା ଖବର ପାଇ ମାଳଆନ୍ଦପୁର ଗାଁରେ ପରିବାର ଲୋକେ ଆସସ୍ଥି

Jajapur, Jajpur | Sep 11, 2025
ନେପାଳରେ ଫସିଛନ୍ତି ଯାଜପୁର ଜିଲ୍ଲା ୨୩ ପର୍ଯ୍ୟଟକ,ଫେରିବା ଖବର ପାଇ ମାଳଆନ୍ଦପୁର ଗାଁରେ ପରିବାର ଲୋକେ ଆସସ୍ଥି ନେପାଳରେ ଏବେ ବିସ୍ଫୋରକ ସ୍ଥିତି ଉପୁଜିଛି। ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ନିଷିଦ୍ଧ ଘଟଣାକୁ ବିରୋଧ କରି ନେପାଳରେ ଚାଲିଥ୍‌ବା ହିଂସାତ୍ମକ ଆନ୍ଦୋଳନ ଏବେ ଭୟଙ୍କର ରୂପ ନେଉଛି। ଏଥ‌ିପାଇଁ ନେପାଳର ପଶୁପତିନାଥ ଦର୍ଶନ କରିବା ପାଇଁ ଯାଇଥିବା ୨୩ଜଣ ଯାଜପୁର ଅଞ୍ଚଳର ତୀର୍ଥଯାତ୍ରୀ ଫସି ରହିଛନ୍ତି। ଦୁଇ ଦିନ ହେଲା ସେମାନେ କାଠମାଣ୍ଡୁର ଏକ ହୋଟେଲରେ ଅଟକିଛନ୍ତି।
Read More News
T & CPrivacy PolicyContact Us