Download Now Banner

This browser does not support the video element.

କଟକ ପୌରାଞ୍ଚଳ: ନେମାଳ ଅଞ୍ଚଳରେ ମହିଳାଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ, ଥାନାରେ ଏତଲା

Cuttack M Corp PS, Cuttack | Sep 1, 2025
କଟକ ଜିଲ୍ଳା ନେମାଳ ଅଞ୍ଚଳରେ ଜଣେ ମହିଳାଙ୍କୁ ଗୋଡ଼େଇ ଗୋଡ଼େଇ ଲୁହା ରଡ଼ରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ମହିଳାଙ୍କ ସହ ପରିବାର ଲୋକେ ନେମାଳ ଥାନାରେ ଏତଲା ଦେଇଛନ୍ତି। ସୋମବାର ମଧ୍ୟାହ୍ନ ୧୨ ଟା ସମୟରେ ଏହି ଘଟଣା ଘଟିଛି। ପୋଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ କରିବାର କାରଣ ଅସ୍ପଷ୍ଟ ରହିଛି। ଗୁରୁତର ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।
Read More News
T & CPrivacy PolicyContact Us