Download Now Banner

This browser does not support the video element.

କଟକ ପୌରାଞ୍ଚଳ: ନିଶ୍ଚିନ୍ତକୋଇଲି ଥାନା ଅଧୀନରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଜଣେ ଅଟକ

Cuttack M Corp PS, Cuttack | Aug 28, 2025
କଟକ ଜିଲ୍ଳା ନିଶ୍ଚିନ୍ତକୋଇଲି ଥାନା ଅଧୀନରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ଗୁରୁବାର ଅପରାହ୍ନ ୪.୩୦ ମିନିଟ ସମୟରେ ଥାନାରେ ଏତଲା ଦିଆଯାଇଛି। ପୋଲିସ ଏତଲା ରୁଜୁ ଏହି ଘଟଣାରେ ଜଣକୁ ଉଠେଇ ଆଣି ତଦନ୍ତ କରୁଛି। ମୋବାଇଲ ଦେଖେଇବା ପ୍ରଲୋଭନ ଦେଖାଇ ନାବାଳିକାକୁ ଅଭିଯୁକ୍ତ ଦୁଷ୍କର୍ମ କରିଛି ବୋଲି ଥାନାରେ ଏତଲା ଦିଆଯାଇଛି।
Read More News
T & CPrivacy PolicyContact Us