Download Now Banner

This browser does not support the video element.

କଟକ ପୌରାଞ୍ଚଳ: କାଠଯୋଡ଼ି ନଦୀ ମଝିରୁ ୩୦ ରୁ ଉର୍ଦ୍ଧ୍ବ ଗୋବଂଶଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ

Cuttack M Corp PS, Cuttack | Sep 6, 2025
କଟକ ସହରର କାଠଯୋଡ଼ି ନଦୀ ମଝିରୁ ୩୦ ରୁ ଉର୍ଦ୍ଧ୍ବ ଗୋବଂଶଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଅଗ୍ନିଶମ ବାହିନୀର ୧୨ ଜଣିଆ ଟିମ୍ ସ୍ଵତନ୍ତ୍ର ରେସ୍କ୍ୟୁ ଅପରେସନ କରି ଏହି ଗୋବଂଶଙ୍କୁ ଉଦ୍ଧାର କରିଛନ୍ତି। ଶନିବାର ଅପରାହ୍ନ ୪.୩୦ ମିନିଟ ସମୟରେ ଏହି ଗୋବଂଶ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ସିଡିଏ ସେକ୍ଟର ୬ ନିକଟରୁ ଗୋବଂଶଙ୍କୁ ଘଉଡେଇ ଘଉଡେଇ ୪୨ ମୌଜାରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।
Read More News
T & CPrivacy PolicyContact Us