Download Now Banner

This browser does not support the video element.

କଣ୍ଟାବାଞ୍ଜି: ହିଆଁଲ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ଯ ଝାଙ୍କର ଙ୍କ ପରଲୋକ

Kantabanji, Balangir | Aug 24, 2025
ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ଯ ଝାଙ୍କର ଙ୍କ ରବିବାର ପରଲୋକ ହୋଇଛି। ଗତ କିଛି ଦିନ ହେଳା ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ନ ଥିବାରୁ ସେ ନୂଆପଡ଼ା ଜିଲ୍ଲା ରାଜା ଖଡ଼ିଆଳ ମିଶନ ହସ୍ପିଟାଲ ରେ ଚିକିତ୍ସିଆଧିନ ଥିଲେ। ରବିବାର ତାଙ୍କ ସ୍ବାସ୍ଥ୍ୟ ଅଧିକ ଗୁରୁତର ହେବାରୁ ତାଙ୍କୁ ତାଙ୍କୁ ଛତିଶଗଡ ରାୟପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନ କୁ ସ୍ତାନତର କରାଯିବା ବେଳେ ରାସ୍ତା ରେ ସେ ଖାଇ ବୁଜି ଦେଇଥିଲେ।
Read More News
T & CPrivacy PolicyContact Us