This browser does not support the video element.
ଲାଞ୍ଜିଗଡ: ମସ୍କାପଦର ଛକ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ତିନି ଗୁରୁତର।
Lanjigarh, Kalahandi | Sep 4, 2025
ସୁଚନା ଅନୁଯାୟୀ ମୁରଲୀଧର ଗୌଡ଼ ଏକ୍ସ କ୍ୟାଡର ଶିକ୍ଷକ ମସ୍କାପଦର ଛକ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି।ଶ୍ରୀଯୁକ୍ତ ଗୌଡ କୌଣସି ଏକ ଅଫିସ କାମରେ ଯିବା ସମୟରେ ବିପରିତି ଦିଗ ରେ ଦୁଇ ଜଣ ଏକ ବାଇକ ଯୋଗେ ଦ୍ରୁତ ଗତିରେ ଆସି ଶିକ୍ଷକ ଙ୍କ ବାଇକୁ ପଛ ପଟେ ଧକ୍କା ଦେଇଥିଲା ଯାହାଫଳରେ ୩ଜଣ ରାସ୍ତାରେ ଛିଟିକି ପଡି ଗୁରୁତର ଅବସ୍ଥାରେ ପଡି ଥିଲେ!ଖବର ପାଇ ଲୋକେ ଘଟଣା ସ୍ଥଳରେ ପହଞ୍ଚି ୩ଜଣ ଙ୍କୁ ଉଦ୍ଧାର କରି ଲାଞ୍ଜିଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ପ୍ରାଥମିକ ଚିକିତ୍ସାଳୟ କରି ପରେ ସମସ୍ତ ଅବସ୍ଥା ସଂକଟାପନ୍ନ ଥିବାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି।