Download Now Banner

This browser does not support the video element.

ଚମ୍ପୁଆ: ବର୍ଧନା ଓ ତଡୁଆବାହାଳ ଗାଁ ରେ ଅବକାରୀ ଚଢ଼ାଉ ବିପୁଳ ପରିମାଣ ମଦ ଜବତ

Champua, Kendujhar | Sep 9, 2025
ଆଜି ଦୁଇଟା ବେଳେ ଚମ୍ପୁଆ ଅବକାରୀ ବିଭାଗ ଚମ୍ପୁଆ ବ୍ଲକ ର ତଡୁଆବାହାଳ ବର୍ଧନା ଗାଁ ରେ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିବା ହଂ ତିନୋଟି ମାମଲା ରୁଜୁ କରିଛି
Read More News
T & CPrivacy PolicyContact Us