Download Now Banner

This browser does not support the video element.

ପୋଲସରା: ରାଣୀପଡ଼ା, ଚିରିକିପଡା ଶାସନ ଗ୍ରାମ ନିକଟ ଜୁଆ ଆଡା ଉପରେ ଚଢ଼ାଉ,୧୩ ଗିରଫ

Polasara, Ganjam | Oct 4, 2025
ଗଞ୍ଜାମ ଜିଲ୍ଲା ପୋଲସରା ପୋଲିସ ଦୁଇଟି ଜୁଆ ଆଡା ଉପରେ ଚଢ଼ାଉ କରି ୧୩ ଜଣ ଜୁଆ ଖେଳାଳିଙ୍କୁ ଗିରଫ କରିଥିବା ଜଣାପଡିଛି l ରାଣୀପଡ଼ା ଏବଂ ଚିରିକିପଡା ଶାସନ ଗ୍ରାମ ନିକଟ ରେ ଚାଲିଥିବା ଦୁଇ ଜୁଆ ଆଡା ଉପରେ ଚଢ଼ାଉ ସମୟରେ ୧୩ ଜୁଆଡ଼ି ଙ୍କ ସମେତ ନଗଦ ୪୧ ହଜାର ୨୦୦ଶହ ୫୦ ଟଙ୍କା ସହ ତାସ ଜବତ କରିଛି ପୋଲିସ l
Read More News
T & CPrivacy PolicyContact Us