Download Now Banner

This browser does not support the video element.

ନୂଆପଡା: ଡୁଡୁକାମୁଣ୍ଡା ଗ୍ରାମରେ ବ୍ରଜାଘାତରେ ଜଣକର ମୃତ୍ୟୁ, ଦୁଇ ଜଣ ଆହତ

Nuapada, Nuapada | Sep 11, 2025
ବୋଡ଼େନ ବ୍ଲକ ଡୁଡୁକାମୁଣ୍ଡା ଗ୍ରାମରେ ଆଜି ୮ ଟାରେ ବ୍ରଜାଘାତରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ଜଣେ ଅନନ୍ତ ସଗରିଆ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଡୁଡୁକାମୁଣ୍ଡା ଗ୍ରାମର ପର୍ଶୁରାମ ସତନାମୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଅନ୍ୟ ଜନେ ଆହତ ବ୍ୟକ୍ତି ଲୋଭା ସତନାମି ଗୁରୁତର ଆହତ ହୋଇ ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ହୋଇଛନ୍ତି। ତିନି ଜଣ କୃଷକ ଖେତରେ କାମ କରୁଥିବା ବେଳେ ବ୍ରଜାଘାତ ହୋଇଥିଲା।
Read More News
T & CPrivacy PolicyContact Us