Download Now Banner

This browser does not support the video element.

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ବ୍ଲକ ବାଉଁସିଆ ଓ ନୁଆଁପଲ୍ଲୀ ଠାରେ ପୂଜା ମଣ୍ଡପ ରେ ପୂଜା ପାଉଥିବା ବିଘ୍ନରାଜ ଙ୍କ ଦର୍ଶନ କରିଛନ୍ତି ବିଧାୟକ

Kabisuryanagar, Ganjam | Sep 4, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବାଉଁସିଆ ଓ ନୁଆଁ ପଲ୍ଲୀ ଠାରେ ମହା ଆଡ଼ମ୍ବରେ ରେ ପାଳିତ ହେଉଥୁବା ବିଘ୍ନରାଜ ଙ୍କ ପୂଜା ମଣ୍ଡପ ପରିଦର୍ଶନ କରି ଆଶିଷ ଲାଭ କରିଛନ୍ତି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ. ଶ୍ରୀ ନାୟକ ଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେଇ ଗ୍ରାମ ପରିକ୍ରମା କରାଇ ଥିଲେ. ପରିଶେଷରେ ସେ ଗଜାନନ ଙ୍କ ଠାରେ ନିର୍ବାଚନ ମଣ୍ଡଳ ଜନସାଧାରଣ ମଙ୍ଗଳ କାମନା କରିଛନ୍ତି।
Read More News
T & CPrivacy PolicyContact Us