Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲାଞ୍ଚ ନେଇ ଗିରଫ ଦୁଇ ଅଭିଯୁକ୍ତଙ୍କ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର

Bhubaneswar M Corp, Khordha | Aug 21, 2025
ଲାଞ୍ଚ ନେଇ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଙ୍କର କ୍ୟାପିଟାଲ ହସ୍ପିଟାଲ ରେ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟ ରେ ହାଜର କରିଛି ସିବିଆଇ | ଲାଞ୍ଚ ନେଇ ଗିରଫ ହେଲେ MCL ର ମ୍ୟାନେଜର ଆଶିଷ କୁମାର | ଆଶିଷ କୁମାର ଙ୍କୁ ଗିରଫ କଲା ଭୁବନେଶ୍ୱର CBI | ଆଶିଷ ଝାରସୁଗୁଡା MCL ର ହୀରାକୁଦ ବୁନ୍ଦିଆ ମାଇନ୍ସ ରାମପୁର ସବ ଏରିଆ ମ୍ୟାନେଜର | ଜଣେ ଠିକାଦାର ଙ୍କ ଠାରୁ ଲାଞ୍ଚ ନେଵାବେଳେ CBI ଦ୍ୱାରା ଧରା ପଡିଥିଲେ | ତାଙ୍କ ସହ ବିଟୁ ରାମ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି CBI |
Read More News
T & CPrivacy PolicyContact Us