This browser does not support the video element.
ପରଜଙ୍ଗ: କମଗରା ଗାଁ ଉଛୁଳା ବ୍ରାହ୍ମଣୀ ନଦୀ କୁଦରେ ଫସିଲା ଗୋଠ ଛଡା ଦନ୍ତା ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା
Parajang, Dhenkanal | Aug 26, 2025
କମଗରା ଗାଁ ଉଛୁଳା ବ୍ରାହ୍ମଣୀ ନଦୀ କୁଦରେ ଫସିଲା ଗୋଠ ଛଡା ଦନ୍ତା ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ଢେଙ୍କାନାଳ ବନଖଣ୍ଡ କମଗରା ଗାଁ ବ୍ରାହ୍ମଣୀ ନଦୀ କୁଦରେ ଫସିଲା ଗୋଠ ଛଡା ଦନ୍ତା ହାତୀ। ବ୍ରାହ୍ମଣୀ ନଦୀରେ ଜଳସ୍ରୋତ ବଢିବା ସହ ଜଳ ପତ୍ତନ ବୃଦ୍ଧି କାରଣରୁ ଦନ୍ତା ହାତୀଟି ଦୀର୍ଘ ସମୟ ଧରି ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। କୁଦ ଭିତରେ ରହି ସଂଘର୍ଷ କରୁଛି ଗୋଠ ଛଡା ଦନ୍ତା। ଏ ନେଇ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ କିମ୍ବା ଘଟଣା ସ୍ଥଳରେ ବନ ବିଭାଗ ନ ପହଂଚିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଇଛି। ହାତୀ ବହୁଳ ଢେଙ୍କାନାଳ ଜିଲ୍ଲାରେ ପ୍ରତିଦିନ ହାତୀ ମଣିଷ