Download Now Banner

This browser does not support the video element.

ଧରାକୋଟ: ଗୌତୁମି ବାଳକ ଉଚ୍ଚ ବିଦ୍ୟାଳୟ ଗ୍ରସ୍ତ କରି ଉନ୍ନୟନ ମୂଳକ କାର୍ଯ୍ୟ ଦେଖିବା ସହ ଆଲୋଚନା କଲେ ଓଡିଶା ପ୍ରଶାସନିକ ସେବା ପ୍ରଶିକ୍ଷାର୍ଥୀ

Dharakote, Ganjam | Aug 26, 2025
ଗଞ୍ଜାମ ଜିଲ୍ଲା ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗୌତୁମି ଗ୍ରାମ ଗ୍ରସ୍ତ କରିଛନ୍ତି ଦଶ ଜାଣିଆ ଓଡିଶା ପ୍ରଶାସନିକ ସେବା ପ୍ରଶିକ୍ଷାର୍ଥୀ ଟିମ l ଏହି ଟିମ ଗ୍ରାମର ବାଳକ ଉଚ୍ଚ ବିଦ୍ୟାଳୟ ଗ୍ରସ୍ତ କରି ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ସହ ଶିକ୍ଷକ,ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି l ବିଦ୍ୟାଳୟ ର ବ୍ୟବସ୍ତା, ଅବ୍ୟବସ୍ଥା, ସମସ୍ୟା ଓ ଉନ୍ନୟନ କାର୍ଯ୍ୟ ଭଳି ସମସ୍ତ ବିଷୟ ନେଇ ପ୍ରଶିକ୍ଷାର୍ତି ମାନେ ଆଲୋଚନା କରିଥିଲେ l
Read More News
T & CPrivacy PolicyContact Us