Download Now Banner

This browser does not support the video element.

ଜୁନାଗଡ: ଅଜଣା ମୃତ ବ୍ୟକ୍ତି ଙ୍କ ଚିହ୍ନଟି କରଣ ପାଇଁ ସୋସିଆଲ ମେଡିଆରେ ଫୋଟୋ ପ୍ରସାରିତ କଲେ ଜୁନାଗଡ଼ ଥାନା ଅଧିକାରୀ .

Junagarh, Kalahandi | Sep 10, 2025
ବ୍ୟକ୍ତି ଜଣକ ଗୋଟିଏ ଘରୋଇ ବସରେ ଜୟପୁର ଯାଉଥିବା ବେଳେ ହଠାତ ଛାତି ଯନ୍ତ୍ରଣା ହେବାରୁ ବସ କଣ୍ଡକ୍ଟର ଜୁନାଗଡ଼ ଡାକ୍ତରଖାନା କୁ ନେଇ ଭର୍ତି କରିଥିଲେ। ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ମୃତ ବ୍ୟକ୍ତି ଙ୍କ ପରିଚୟ ମିଳି ପାରି ନ ଥିବାରୁ ମୃତ ବ୍ୟକ୍ତି ର ଚିହ୍ନଟି କରଣ ପାଇଁ ଜୁନାଗଡ଼ ଥାନା ଅଧିକାରୀ ଶେଷଦେବ ବେହେରା ବୁଧବାର ସକାଳ ୧୦ ଟାରେ ମୃତ ବ୍ୟକ୍ତି ଙ୍କ ଫୋଟୋ ସୋଡିଆଲ ମେଡ଼ିଆରେ ପ୍ରସାରିତ କରିଛନ୍ତି।
Read More News
T & CPrivacy PolicyContact Us