This browser does not support the video element.
ମୋହନା: ବାଙ୍କୀଝୋଳ ଗ୍ରାମ ସହ ତିନି ଖଣ୍ଡ ଗାଁ କୁ ଯିବାକୁ ହେଲେ ନଈ ରେ ରସି ଭରଷା #jansamasya
Mohana, Gajapati | Aug 24, 2025
ରସି ଭରସାରେ ତିନି ଖଣ୍ଡ ଗ୍ରାମବାସୀ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଅପରାହ୍ନ ଚାରିଟା ସମୟରେ ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତ ର ବାଙ୍କୀଝୋଳା,ଚଡିଆପଡା ଓ ଜକରାପୋଲି ଗାଁ ରେ। ଏହି ତିନିଖଣ୍ଡ ଗ୍ରାମବାସୀ ଙ୍କୁ ବର୍ଷା ଦିନ ଆସିଗଲେ ନାହିଁ ନଥିବା ଅସୁବିଧାର ସମୁଖୀନ ହେବାକୁ ପଡୁଛି।ଏମିତି କୀ ମେଡିକାଲ ହେଉ କିମ୍ବା ଦୈନନ୍ଦିନ ଜରୁରୀ ସେବା ପାଇଁ ଯିବାକୁ ହେଲ