This browser does not support the video element.
ଝରିଗାଁ: ବେଲଝରି ଗ୍ରାମରେ ଘର ଉପରେ ତେନ୍ତୁଳି ଗଛ ପଡି ଘରର ଆଡ଼ବେଷ୍ଟସବୁ ନଷ୍ଟ, ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର
Jharigan, Nabarangpur | Jun 29, 2024
ମୌସୁମୀ ବର୍ଷା ସହ ପବନ ହୋବା ଫଳରେ ବେଲଝରି ଗ୍ରାମରେ ଘର ପାଖରେ ଥୁବା ତେନ୍ତୁଳି ଗଛ ପଡି ଗୋଟିଏ ଘର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟ ଏକ ଘରର ଆଜବେଷ୍ଟ ଭାଙ୍ଗି ଚୂରମାର ହେଲା। ଦୁଇଟି ଘରର ଆଜଭେଷ୍ଟ ସବୁ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପାରିବାର।ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।