Download Now Banner

This browser does not support the video element.

ବାଙ୍କୀ: ବାଙ୍କୀ ତହସିଲ ଅନ୍ତର୍ଗତ କିଆପଲା ଗ୍ରାମପଞ୍ଚାୟତର ତାରିଣୀ ଛକରେ ରାସ୍ତା ଉପରୁ ହଟିଲା ଜଦରଦଖଲ ।

Banki, Cuttack | Apr 9, 2025
ଅପରାହ୍ନ ରେ ବାଙ୍କୀ ତହସିଲ ଅନ୍ତର୍ଗତ କିଆପଲା ଗ୍ରାମପଞ୍ଚାୟତର ତାରିଣୀ ଛକରେ ରାସ୍ତା ଉପରୁ ହଟିଲା ଜଦରଦଖଲ । ବାଙ୍କୀ ଓ ଡମପଡ଼ା ତହସିଲଦାରଙ୍କ ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ କରାଯାଇଛି। ରାସ୍ତାରେ ଉପରେ ବସି ବ୍ୟବସାୟ କରୁଥିଲେ ଦୋକାନୀ ।
Read More News
T & CPrivacy PolicyContact Us