This browser does not support the video element.
କୋରାପୁଟ ସହର: କୋରାପୁଟ କଫି ବୋର୍ଡ ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କଲେ ରାଜ୍ୟପାଳ
Koraput Town, Koraput | Sep 8, 2025
କୋରାପୁଟ କଫି ବୋର୍ଡ ଗସ୍ତ କରି ସ୍ଥାନୀୟ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି। ଜିଲ୍ଲାରେ ଅଧିକରୁ ଅଧିକ କଫି ଚାଷ କରିବା ସହ ସ୍ଥାନୀୟ ଚାଷୀମାନଙ୍କୁ କିଭଳି ସ୍ବାବଲମ୍ବୀ କରାଯିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଜି ଦିନ ୨ଟା ସମୟରେ ଆଲୋଚନା କରିଛନ୍ତି ରାଜ୍ୟପାଳ। କଫି ବଗିଚା ବୁଲିବା ସହ କୋରାପୁଟ କଫିର ସ୍ବାଦ ଚାଖିଲେ ରାଜ୍ୟପାଳ।