Download Now Banner

This browser does not support the video element.

ଘସିପୁରା: କନ୍ତୋ ଗ୍ରାମରେ ପାଣି ଘେରରେ ଚାରି ପରିବାର ପହଂଚି ପାରିନି ପ୍ରଶାସନର#jansamasya

Ghasipura, Kendujhar | Aug 23, 2025
ପାଣି ଘେରରେ ଚାରି ପରିବାର, ପହଂଚି ପାରିନି ପ୍ରଶାସନ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କୋଲିମାଟି ଗ୍ରାମ ପଂଚାୟତ ଅନ୍ତର୍ଗତ କନ୍ତୋ ଗ୍ରାମରେ।ଲଗାତାର ଭାବରେ ଚାରିଦିନ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ବେହାଲ ହୋଇଛି ।କନ୍ତ ଗ୍ରାମ ରେ ପଚାଶ ହେକ୍ଟର ରୁ ଉର୍ଦ୍ଧ୍ବ ଚାଷ ଜମିରେ ପାଣି ମାଡିବା ସହିତ ଚାରି ପରିବାର ପାଣି ଘେରରେ ରହିଛନ୍ତି,।ସେହିପରି ନୂଆପଡା ଗ୍ରାମ ରେ ମଧ୍ୟ୍ୟ 20 ରୁ 25 ହେକ୍ଟର ଚାଷ ଜମି ଉପରେ ପାଣି ମାଡି ଯାଇ ଥିବାବେଳେ କନ୍ତ ଗ୍ରାମ ର ବାସନ୍ତି ନାଏକ ଙ୍କ ଘର କାନ୍ଥ ଖସିପଡ଼ିଛି ।
Read More News
T & CPrivacy PolicyContact Us