Download Now Banner

This browser does not support the video element.

କେନ୍ଦ୍ରାପଡା: ବଳଭଦ୍ରପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ରାଜ୍ୟ ବିଜେପି ମୁଖପାତ୍ର ତେଯେଶ୍ୱର ପରିଡ଼ା

Kendrapara, Kendrapara | Aug 23, 2025
କେନ୍ଦ୍ରାପଡ଼ା ଜିଲ୍ଲା ତଥା ପାଟକୁରା ନିର୍ବାଚନ ମଣ୍ଡଳୀର ଶିଳ୍ପାଞ୍ଚଳ ପୁନଃରୁଦ୍ଧାର ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ ହେଲା l ବୃହତ ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ ଶିଳ୍ପାଞ୍ଚଳ ଯାହା ପାଟକୁରା ନିର୍ବାଚନ ମଣ୍ଡଳୀର ଚଣ୍ଡିଖୋଲ - ପାରାଦ୍ୱୀପ ଜାତୀୟ ରାଜପଥ ନିକଟରେ ବଳଭଦ୍ରପୁର ଶିଳ୍ପାଞ୍ଚଳ (Balabhadrapur Industrial Estate) ନାମରେ ପରିଚିତ ତାହାର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସ୍ଥାନୀୟ ବିଜେପି ନେତା ତଥା ଦଳୀୟ ରାଜ୍ୟ ମୁଖପାତ୍ର ତେଯେଶ୍ୱର ପରିଡା l
Read More News
T & CPrivacy PolicyContact Us