Download Now Banner

This browser does not support the video element.

କଣ୍ଟାମାଳ: ଉଦେପୁର ନିକଟରୁ ଲକ୍ଷାଧିକ ଟଙ୍କାର ଗଂଜେଇ ଶହ ଗାଡି ଜବତ ମାଫିଆ ଚମ୍ପଟ

Kantamal, Boudh (Bauda) | Sep 4, 2025
ବିପୁଳ ଗଂଜେଇ ଶହ ଗାଡି ଜବତ କଣ୍ଟାମାଲ. ପୋଲିସ କୁ ମିଳିଛି ସଫଳତା I ଲକ୍ଷାଧିକ ଟଙ୍କାର ଗଂଜେଇ ଶହ ଗାଡି ଜବତ I ସୂଚନା ମତେ କଣ୍ଟାମାଲ ଥାନା ଉଦେପୁର ନିକଟରେ ଗଂଜେଇ ଚୋରାଚାଲାଣ ନେଇ କଣ୍ଟାମାଲ ପୋଲିସ ଖବର ପାଇ ଏକ ଟିମ ଚଢ଼ାଉ କରିଥିଲା ଘଟଣା ସ୍ଥଳରୁ ଚାଳକ ଚମ୍ପଟ ମାରିଥିଲା I ଗାଡି ରୁ ବିପୁଳ ଗଂଜେଇ ବାହାରି ଥିଲା I ମାଜେଷ୍ଟଟ ଙ୍କ. ଉପସ୍ଥିତ ରେ ଗଂଜେଇ ଓଜନ କରାଯାଇଥିଲା I ଓଜନ ପରେ 88kg ଗଂଜେଇ ବାହାରିଥିଲା I ଥାନା ରେ ମାମଲା ରୁଜୁ କରି ତଦନ୍ତ ନେଇ ଥାନା ଅଧିକାରି ରାତି 9ଘଣ୍ଟା 30ମିନିଟ ସମୟରେ ସୂଚନା ଦେଇଛନ୍ତି I
Read More News
T & CPrivacy PolicyContact Us